ମାତ୍ର ୪୦୦ ଟଙ୍କା ମୂଲ୍ୟରେ ବିକ୍ରି ହେଉଛି ଛୋଟ AC! ମିନିଟରେ ରୁମକୁ କରିଦେଇଥାଏ ଥଣ୍ଡା
Advertisement
trendingNow11120401

ମାତ୍ର ୪୦୦ ଟଙ୍କା ମୂଲ୍ୟରେ ବିକ୍ରି ହେଉଛି ଛୋଟ AC! ମିନିଟରେ ରୁମକୁ କରିଦେଇଥାଏ ଥଣ୍ଡା

ଯଦି ଆପଣ ଏହି ପୋର୍ଟେବଲ୍ ଏୟାର କଣ୍ଡିସନର ଚଲାଇବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ଡ୍ରାଇ ବରଫ କିମ୍ବା ପାଣି ବ୍ୟବହାର କରିବାକୁ ପଡିବ, ଯାହା ଦ୍ୱାରା ଏହା ଆପଣଙ୍କୁ ଥଣ୍ଡା ପ୍ରଦାନ କରିଥାଏ । ଯଦି ଆପଣ ମଧ୍ୟ ଏହାକୁ କିଣୁଛନ୍ତି ତେବେ ଏହା ଚଳାଇବା ସହଜ ଅଟେ ଓ ଏହା କୌଣସି ବିଦ୍ୟୁତ୍ ଖର୍ଚ୍ଚ କରେ ନାହିଁ । ଟେବୁଲରେ କାମ କରୁଥିବା ଲୋକଙ୍କ ପାଇଁ ଏହା ଏକ ଉତ୍ତମ ଉପକରଣ ।

ମାତ୍ର ୪୦୦ ଟଙ୍କା ମୂଲ୍ୟରେ ବିକ୍ରି ହେଉଛି ଛୋଟ AC! ମିନିଟରେ ରୁମକୁ କରିଦେଇଥାଏ ଥଣ୍ଡା

ନୂଆଦିଲ୍ଲୀ: Mini Portable AC: ବଜାରରେ ବହୁତ ଦମଦାର AC ଅଛି ଯାହା ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଏୟାର କଣ୍ଡିସନ (Air Conditioner) ର ଅପେକ୍ଷା ବହୁତ ଛୋଟ । ଗ୍ରୀଷ୍ମ ଋତୁ ଆସିଯାଇଛି । ଏହାସହ ଅସହ୍ୟ ଗରମ ମଧ୍ୟ ସହିବାକୁ ପଡ଼ିବ । ସାରା ଦେଶରେ ଗରମ ସଂପୂର୍ଣ୍ଣ ଭାବେ ଏଣ୍ଟ୍ରି ମାରିବାକୁ ଯାଉଛି । ଏପରି ପରିସ୍ଥିତିରେ ଯଦି ଆପଣ ଏକ ପୋର୍ଟେବଲ୍ କୁଲିଂ ଡିଭାଇସ୍ ଖୋଜୁଛନ୍ତି, ତେବେ ଏହି ଏୟାର କଣ୍ଡିସନର ଆପଣଙ୍କ ପାଇଁ ସର୍ବୋତ୍ତମ ବିକଳ୍ପ ବୋଲି ପ୍ରମାଣ ହୋଇପାରେ । ଯଦି ଆପଣ ଏହାକୁ କିଣିବାକୁ ଚାହାଁନ୍ତି, ତେବେ ଆଜି ଆମେ ଆପଣଙ୍କୁ ଏହା ବିଷୟରେ ବିସ୍ତୃତ ଭାବରେ କହିବାକୁ ଯାଉଛୁ ଯାହା ଦ୍ୱାରା ଆପଣ ବୁଝିପାରିବେ ଯେ ଏହି ଡିଭାଇସ୍ ଆପଣଙ୍କ ପାଇଁ କିପରି ହେବ ।

ଯଦି ଆପଣ ଘରେ ୱର୍କ ଟେବୁଲ କିମ୍ବା ପିଲାମାନଙ୍କ ଟେବୁଲରେ ରଖିବା ପାଇଁ ଏକ କୁଲିଂ ଡିଭାଇସ୍ ଖୋଜୁଛନ୍ତି, ତେବେ ମିନି ପୋର୍ଟେବଲ୍ ଏସି (Mini Portable AC) ର ବିକଳ୍ପ ଆପଣଙ୍କ ପାଇଁ ଠିକ୍ ହେବ । ଆପଣଙ୍କୁ କହି ରଖୁଛୁ ଯେ ଏହି ଡିଭାଇସ୍ ଉଭୟ ଅନଲାଇନ୍ ଓ ଅଫଲାଇନରୁ କିଣାଯାଇପାରିବ । ଏହାର ମୂଲ୍ୟ ୪୦୦ରୁ ଆରମ୍ଭ ହୋଇ ୨,୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି । ଏଗୁଡିକ ବିଭିନ୍ନ ଡିଜାଇନ୍ ଓ ଆକାରରେ ଉପଲବ୍ଧ ଏବଂ ଆପଣ ନିଜ ପସନ୍ଦର ମଡେଲ୍ ବାଛିପାରିବେ ।

ଏହା ବି ପଢ଼ନ୍ତୁ:-ଜୀବନରେ କେବେବି ହେବନି ହୃଦଘାତ! କେବଳ ପରିବର୍ତ୍ତନ କରନ୍ତୁ ଆପଣଙ୍କ ଏହି ୬ଟି ଅଭ୍ୟାସ

ଏହା ବି ପଢ଼ନ୍ତୁ:-ପେନସନଭୋଗୀଙ୍କ ପାଇଁ ଖୁସି ଖବର, ଏହି ରାଜ୍ୟ ସରକାର ନେଲେ ଏହି ବଡ଼ ପଦକ୍ଷେପ

ଏହା ବି ପଢ଼ନ୍ତୁ:-ରେକର୍ଡ ସ୍ତରରେ ପହଞ୍ଚିଲା ସୁନା-ରୁପା ଦର, ଜାଣନ୍ତୁ କ'ଣ ରହିଛି ନୂଆ ରେଟ୍

Trending news